Toxic faces controversy:ବିବାଦରେ ୟଶଙ୍କ ଟକ୍ସିକ

Spread the love

କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଟକ୍ସିକ” ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି। ଫିଲ୍ମର ଟିଜରରେ ଦେଖାଯାଇଥିବା ଏକ ଅନ୍ତରଙ୍ଗ କାର ସିନ୍ ସୋସିଆଲ ମିଡିଆ ସହିତ ରାଜନୈତିକ ଏବଂ ଆଇନଗତ ମହଲରେ ମଧ୍ୟ ବିତର୍କ ଆରମ୍ଭ କରିଛି।