ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ତାରିଖ ୨୯ ଗୁରୁବାର। ଚନ୍ଦ୍ର – ବୃଷ ସନ୍ଧ୍ୟା ୦୬.୩୦ ଗତେ ମିଥୁନ। ତିଥି – ୧୧ଶୀ ଦିବା ୦୧.୫୫ ଗତେ ୧୨ଶୀ। ଘାତଚନ୍ଦ୍ର – ବିଛା ରାଶିର, ସନ୍ଧ୍ୟା ୦୬.୩୦ ଗତେ କନ୍ୟା ରାଶିର। ଘାତବାର – ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ଦିବା ୦୧.୫୫ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ –
ପ୍ରାତଃ – ୦୬.୨୬ ରୁ ୦୭.୫୫
ଦିବା – ୧୦.୫୩ ରୁ ୦୧.୦୬
ରାତ୍ରି – ୦୩.୦୦ ରୁ ୦୩.୫୧
ଅଶୁଭ ସମୟ –
ରାହୁକାଳ – ଦିବା ୦୧.୨୩ ରୁ ୦୨.୪୬
କାଳବେଳା – ଦିବା ୦୨.୪୬ ରୁ ୦୪.୦୯
ବାରବେଳା – ଦିବା ୦୪.୦୯ ରୁ ୦୫.୩୩
କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୧.୩୬
