State-Level Republic Day:ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଆୟୋଜନ

Spread the love

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ଏଥର ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛନ୍ତି ୫୪ଟି କଣ୍ଟିଜେଣ୍ଟ। ଯେଉଁଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ ଡିଫେନ୍ସ ଭଳି କଣ୍ଟିନଜେଣ୍ଟ ସାମିଲ ଅଛନ୍ତି।