Homeମନୋରଞ୍ଜନShilpa Shetty visits puri:ପୁରୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ Shilpa Shetty visits puri:ପୁରୀରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ January 15, 2026January 15, 2026bychakaakhi Spread the love ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଆଜି ପୂର୍ବାହ୍ନରେ ସେ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ସ୍ବାଗତ କରିଥିଲା।
ଜାନୁଆରୀ ୧୬ରୁ ଆରମ୍ଭ ହେବ ରାଜାରାଣୀ ସଂଗୀତ ଉତ୍ସବ Spread the loveSpread the loveଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ…
Arijit Singh:ଅରିଜିତଙ୍କ ଘୋଷଣା Spread the loveSpread the loveଗୀତ ଗାଇବା ଛାଡ଼ିଲେ ଅରିଜିତ୍ ସିଂହ। ୟୁଥ୍ ସେନସେସନ୍ ଅରିଜିତ୍ ସିଂହ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ୍ ରେ ଏମିତି କିଛି ଘୋଷଣା କରିଛନ୍ତି। ଯାହାକୁ…
Mouni Roy looks stunning:ଲାଲ ଶାଢ଼ିରେ ମୌନି ରୟଙ୍କ ଲୁକ୍ ଦେଖି ପ୍ରଶଂସକମାନେ ହେଲେ ଦିୱାନା Spread the loveSpread the loveବଲିଉଡ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ତାଙ୍କର ଚମତ୍କାର ଲୁକ୍ ପାଇଁ ଜଣାଶୁଣା। ନିକଟରେ ସେ ଲାଲ ଶାଢ଼ି ପିନ୍ଧିଥିବା ତାଙ୍କର ଚମତ୍କାର…