ରାଜ୍ୟସଭା ନିର୍ବାଚନ ମୈଦାନ ଏବେ ରଣକ୍ଷେତ୍ରରେ ପରିଣତ ହୋଇଛି। ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ବାଲଟ ପେପରରେ ଓଭର ରାଇଟିଂ (Overwriting)କୁ ନେଇ ଉତ୍ତେଜନା।ରାଜ୍ୟସଭା ନିର୍ବାଚନ ମୈଦାନ ଏବେ ରଣକ୍ଷେତ୍ରରେ ପରିଣତ ହୋଇଛି। ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ବାଲଟ ପେପରରେ ଓଭର ରାଇଟିଂ (Overwriting)କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଏହା ପରେ କିଛି ସମୟ ପାଇଁ ଭୋଟଦାନ ପ୍ରକ୍ରିୟା ସ୍ଥଗିତ ରହିଥିଲା। ବିବାଦର ସମାଧାନ ପରେ ଭୋଟ ଦେଇ ବାହାରିଲେ ଉପାସନା ମହାପାତ୍ର।
