Rajya Sabha 2026:ରାଜ୍ୟସଭା ପ୍ରସଙ୍ଗ: ମନ୍ତ୍ରୀଙ୍କ ବଡ଼ ବୟାନ

Spread the love

୨୦୨୬ରେ ବହୁତ କିଛି ହେବ। ରାଜ୍ୟସଭା ନିର୍ବାଚନକୁ ନେଇ ଆଜି କିଛି ଏମିତି ଇଙ୍ଗିତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିିଁ। ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ ବୋଲି ବଡ଼ ଇସାରା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।କେତେବେଳେ କ’ଣ ହେବ କିଏ କହିବ, ସବୁ ଆଡ଼କୁ ଧ୍ୟାନ ଦେଇଛୁ, କେଉଁଠି କିଏ ବକ୍ତବ୍ୟ ଦେଲେ ସବୁ ନଜରରେ ରହିଛି। ଖାଲି ଏତିକି ନୁହେଁ,କେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରହିଥିବା ସେ କହିଛନ୍ତି।