President’s Six-Day Odisha Tour: ଓଡ଼ିଶାରେ ରାଷ୍ଟ୍ରପତିଙ୍କ ଦ୍ବିତୀୟ ଦିନ, ଆଜି ୨ ଜିଲ୍ଲା ଗସ୍ତରେ ଯିବେ

Spread the love

ଫକୀରମୋକନ ବିଶ୍ବବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ସାମିଲ ହେବେ ରାଷ୍ଟ୍ରପତି। ପରେ ଆଜି ସଂଧ୍ୟାରେ ପୁରୀ ଫେରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଭୁବନେଶ୍ବର ସମେତ ଯାଜପୁ ଓ ବାଲେଶ୍ବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି