Nipah Virus Alert:ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ 

Spread the love

ନିପା ଭାଇରସ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା।ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ‘ଟେକ୍ନିକାଲ୍ ଟିମ୍ ଗଠନ ହୋଇଛି, ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି।ପଶ୍ଚିମବଙ୍ଗରେ ‘ନିପା’ ସଂକ୍ରମଣ, ଓଡିଶାରେ ଛନକା। ଲୋକସଭା ଭବନରେ ବସିଲା ‘ନିପା’ଭାଇରସକୁ ନେଇ ବଡ଼ ବୈଠକ। ବୈଠକରେ ସାମିଲ ହୋଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ। ଆଦୌ ଆତଙ୍କିତ ନ ହେବାକୁ ଅପିଲ୍ କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।