ବଲିଉଡ ଅଭିନେତ୍ରୀ ମୌନି ରୟ ସୋସିଆଲ ମିଡିଆରେ ତାଙ୍କର ଚମତ୍କାର ଲୁକ୍ ପାଇଁ ଜଣାଶୁଣା। ନିକଟରେ ସେ ଲାଲ ଶାଢ଼ି ପିନ୍ଧିଥିବା ତାଙ୍କର ଚମତ୍କାର ଫଟୋ ସେୟାର କରିଛନ୍ତି। ତାଙ୍କ ପ୍ରଶଂସକମାନେ ଏହି ଲୁକ୍ ପସନ୍ଦ କରୁଛନ୍ତି।
Mouni Roy looks stunning:ଲାଲ ଶାଢ଼ିରେ ମୌନି ରୟଙ୍କ ଲୁକ୍ ଦେଖି ପ୍ରଶଂସକମାନେ ହେଲେ ଦିୱାନା
