ଅଜିତ ପାୱାରଙ୍କୁ ପୂର୍ବରୁ ପ୍ଲେନ୍ କ୍ରାସ ଅନେକ ରାଜନେତା ଓ ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କ ଜୀବନ ନେଇଛି। ୧୯୭୦ ଦଶକର ହେଭିୱେଟ୍ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟ ଗାନ୍ଧିଙ୍କର ଜୀବନ ନେଇଥିଲା ବିମାନ ଦୁର୍ଘଟଣା। ୧୯୮୦ ମସିହା ଜୁନ୍ ୨୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।
