ICC U-19:ଆଜିଠୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍

Spread the love

ଆଜିଠୁ ଆରମ୍ଭ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ ର ଷୋଡ଼ଶ ସଂସ୍କରଣ। ଏହି ୧୬ ଦଳୀୟ ପ୍ରତିଯୋଗିତା ୨୩ ଦିନ ଧରି ଚାଲିବ। ଏହି ମ୍ୟାଚ୍ ଜିମ୍ବାୱେର ବୁଲାୱାଓରେ ଖେଳାଯିବ।