ରାଜ୍ୟ ବିଜେପିର ପଦାଧିକାରୀ ବୈଠକ। ସମସ୍ତ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ବିଧାନସଭାରେ ପ୍ରତିଦ୍ବନ୍ଦିତା କରିଥିବା ସମସ୍ତ ପାର୍ଥିଙ୍କୁ ନେଇ ବୈଠକ ହୋଇଛି। ବୈଠକରେ ପାର୍ଟିର ସାଂଗଠାନିକ ବ୍ୟବସ୍ଥାର ସମୀକ୍ଷା ହୋଇଛି। ବୁଥ୍ ଠୁ ଜିଲ୍ଲା କମିଟି ପର୍ଯ୍ୟନ୍ତ, ମଣ୍ଡଳ କମିଟି ଏବଂ ମୋର୍ଚ୍ଚା କମିଟି ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଛି।
