Assembly delimitation:ଭାଙ୍ଗିବ ଏସବୁ ବିଧାନସଭା କ୍ଷେତ୍ର

Spread the love

୨୦୨୫ ଭୋଟର ଲିଷ୍ଟ ଅନୁସାରେ ରାଜ୍ୟରେ ମୋଟ ୩୨ଟି ବିଧାନସଭା କ୍ଷେତ୍ର ଏମିତି ରହିଛି ଯାହାର ଭୋଟର ସଂଖ୍ୟା ଅଢ଼େଇ ଲକ୍ଷରୁ ଅଧିକ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ରାଜ୍ୟରେ ସର୍ବାଧିକ । ପାଟଣାଗଡ଼ରେ ରହିଛନ୍ତି ମୋଟ ୩ ଲକ୍ଷ ୯ ହଜାର ୧୧୪ ଭୋଟର ।