Arijit Singh:ଅରିଜିତଙ୍କ ଘୋଷଣା

Spread the love

ଗୀତ ଗାଇବା ଛାଡ଼ିଲେ ଅରିଜିତ୍ ସିଂହ। ୟୁଥ୍ ସେନସେସନ୍ ଅରିଜିତ୍ ସିଂହ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ୍ ରେ ଏମିତି କିଛି ଘୋଷଣା କରିଛନ୍ତି। ଯାହାକୁ ନେଇ ଆଚମ୍ବିତ ଫ୍ୟାନ୍। ସବୁ ଫ୍ୟାନ୍ସଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ଝଟକା ଦେଇଛନ୍ତି ଅରିଜିତ୍। ଆଉ ପ୍ରଚ୍ଛଦପଟ୍ଟ ଗୀତ ବା  ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ କରିବେନି, I am calling it off ବୋଲି ସେ ଲେଖିଛନ୍ତି। ହେଲେ ହଠାତ୍ ଅରିଜିତଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଫ୍ୟାନ୍ ବି ଏହାକୁ ନେଇ ଆଶ୍ଚର୍ଯ୍ୟ ହେଇପଡ଼ିଛନ୍ତି। ଫ୍ୟାନଙ୍କୁ ସରପ୍ରାଇଜ୍ କରି ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ କୁ ଅଲବିଦା କହିଛନ୍ତି ଅରିଜିତ୍ ସିଂହ।