ପୁଣି ଆମ୍ ବସ୍, ପୁଣି ଦୁର୍ଘଟଣା। ରାଜଧାନୀରେ ଥମୁନି ଆମ ବସ୍ ଆତଙ୍କରାଜ। ଆଜି ସକାଳୁ ସକାଳୁ ପାତ୍ରପଡ଼ାରେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଦୁର୍ଘଟଣା ଘଟିଥିଲା।
Ama Bus Hits Scooty:ପୁଣି ‘ଆମ ବସ୍’ ଆତଙ୍କରାଜ,
