+2 Evalution:ବଦଳିପାରେ ଯୁକ୍ତ ଦୁଇ ଖାତାଦେଖା ଢ଼ାଞ୍ଚା

Spread the love

କଳା ବିଭାଗ ଖାତାଦେଖା ଅନଲାଇନରେ କରିବାକୁ ପ୍ରସ୍ତୁତି କରାଯାଉଛି। ଚୂଡ଼ାନ୍ତ ପାଇଁ ବଜେଟ୍ ଫାଇନାଲ ହୋଇନାହିଁ। ବଜେଟ୍ ଆପ୍ରୁଭାଲ୍ ହେଲେ ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତ
ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ଦୁଇ ଖାତାଦେଖା ଢ଼ାଞ୍ଚା। ଅନଲାଇନରେ ହୋଇପାରେ ଖାତାଦେଖା। ଯୁକ୍ତ ଦୁଇ କଳା ବିଭାଗ ଖାତା ଦେଖା ଅନଲାଇନରେ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।