ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସରକାରଙ୍କ ନୂତନ ମୁଖପତ୍ର “ପ୍ରଗତି ପ୍ରବାହ ” ଉନ୍ମୋଚନ, ପ୍ରଗତି ପ୍ରବାହରେ ସ୍ଥାନ ପାଇଥିବା ଝାରସୁଗୁଡାର ଲଖନପୁର ଗ୍ରାମର ସଫଳ ଚାଷୀ ଶ୍ରୀ ହୃଦାନନ୍ଦ ବିଶିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରୁଛନ୍ତି।
ରାଜ୍ୟସରକାରଙ୍କ ନୂତନ ମୁଖପତ୍ର “ପ୍ରଗତି ପ୍ରବାହ ” ଉନ୍ମୋଚନ
